ଓଡ଼ିଶାରେ 5 ଗୁଣ ବଢ଼ିଛି ଅନଲାଇନ୍ ଫ୍ରଡ୍ | Odisha Reporter
ବର୍ଷକରେ ଓଡ଼ିଶାରେ 5 ଗୁଣ ବଢ଼ିଛି ଅନଲାଇନ ଫ୍ରଡ୍ ମାମଲା। ବର୍ଷକରେ 6 ଗୁଣ ଅଧିକ ଟଙ୍କା ଫଶିଛି ଏହି ଅନଲାଇନ୍ ଫ୍ରଡରେ। ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ହେଉଛି ଅଧିକ ଅନଲାଇନ ଫ୍ରଡ୍। ସଂସଦରେ ଉପସ୍ଥାପିତ ଆରବିଆଇ ତଥ୍ୟରୁ ମିଳିଲା ଏଭଳି ସଙ୍କେତ। ଡେବିଟ ଓ କ୍ରେଡିଟ୍ କାର୍ଡ ସହ ଇଣ୍ଟରନେଟ୍ ବ୍ୟାଙ୍କିରେ ଠକେଇର ଶିକାର....
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
