ଓଡ଼ିଶାରେ 5 ଗୁଣ ବଢ଼ିଛି ଅନଲାଇନ୍ ଫ୍ରଡ୍

  • Published: Wednesday, 24 July 2024
  • , Updated: 24 July 2024, 11:53 AM IST

ବର୍ଷକରେ ଓଡ଼ିଶାରେ 5 ଗୁଣ ବଢ଼ିଛି ଅନଲାଇନ ଫ୍ରଡ୍ ମାମଲା। ବର୍ଷକରେ 6 ଗୁଣ ଅଧିକ ଟଙ୍କା ଫଶିଛି ଏହି ଅନଲାଇନ୍ ଫ୍ରଡରେ। ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ହେଉଛି ଅଧିକ ଅନଲାଇନ ଫ୍ରଡ୍। ସଂସଦରେ ଉପସ୍ଥାପିତ ଆରବିଆଇ ତଥ୍ୟରୁ ମିଳିଲା ଏଭଳି ସଙ୍କେତ। ଡେବିଟ ଓ କ୍ରେଡିଟ୍ କାର୍ଡ ସହ ଇଣ୍ଟରନେଟ୍ ବ୍ୟାଙ୍କିରେ ଠକେଇର ଶିକାର....

Related story