Advertisment

ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ ଚାଉଳିଆଗଞ୍ଜ ପୋଲିସ୍ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନ୍ତର୍ଯ୍ୟାମୀ ସାହୁ। ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ତାଙ୍କ ନାଁରେ ବହୁ ସଙ୍ଗୀନ ମାମଲା ରହିଛି। ହତ୍ୟା ଉଦ୍ୟମ, ଧମକ ଚମକ ଦେବା ଭଳି ବହୁ ମାମଲା ତାଙ୍କ ବିରୋଧରେ ରହିଛି। ସେ ଦୀର୍ଘ ଦିନ ହେବ ଫେରାର୍ ଥିଲେ। ଅନ୍ତର୍ଯ୍ୟାମୀ ସିଏମସିର ଜଣେ କର୍ପୋରେଟରଙ୍କ ଭାଇ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ

giraf

Advertisment

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ ଚାଉଳିଆଗଞ୍ଜ ପୋଲିସ୍ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନ୍ତର୍ଯ୍ୟାମୀ ସାହୁ। ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ତାଙ୍କ ନାଁରେ ବହୁ ସଙ୍ଗୀନ ମାମଲା ରହିଛି। ହତ୍ୟା ଉଦ୍ୟମ, ଧମକ ଚମକ ଦେବା ଭଳି ବହୁ ମାମଲା ତାଙ୍କ ବିରୋଧରେ ରହିଛି। ସେ ଦୀର୍ଘ ଦିନ ହେବ ଫେରାର୍ ଥିଲେ।

Advertisment

ଅନ୍ତର୍ଯ୍ୟାମୀ ସିଏମସିର ଜଣେ କର୍ପୋରେଟରଙ୍କ ଭାଇ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe