ଦବଙ୍ଗଗିରି ଦେଖାଇଛନ୍ତି ବିଧାୟକଙ୍କ ସମର୍ଥକ !

ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିବାରୁ ଗାଳିଗୁଲଜ ସହ ଗୋଡାଇ ଗୋଡାଇ ପିଟିଲେ ।

Manoj Swain
  • Published: Friday, 03 May 2024
  • Updated: 03 May 2024, 07:14 PM IST

Sports

Latest News

ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିବାରୁ ଗାଳିଗୁଲଜ ସହ ଗୋଡାଇ ଗୋଡାଇ ପିଟିଲେ । ବିଧାୟକଙ୍କ ପାଖ ଲୋକ ବୋଲି ଦେଖାଇଲେ ଦାଦାଗିରି। ଅଭିଯୋଗ ଆଣିଥିବା ଯୁବକଙ୍କୁ ଘେରି ଯାଇ ପିଟି ପିଟି ଲହୁଲୁହାଣ କଲେ ବିଜେଡି ନେତା । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ ସମିତି ସଭ୍ୟଙ୍କ ଦାଦାଗିରି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos