ଦୁର୍ନୀତି କଥା ଉଠାଇଲେ ପିଟୁଛନ୍ତି ବିଧାୟକଙ୍କ ପାଖଲୋକ | Odisha Reporter
Advertisment
ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିବାରୁ ଗାଳିଗୁଲଜ ସହ ଗୋଡାଇ ଗୋଡାଇ ପିଟିଲେ । ବିଧାୟକଙ୍କ ପାଖ ଲୋକ ବୋଲି ଦେଖାଇଲେ ଦାଦାଗିରି। ଅଭିଯୋଗ ଆଣିଥିବା ଯୁବକଙ୍କୁ ଘେରି ଯାଇ ପିଟି ପିଟି ଲହୁଲୁହାଣ କଲେ ବିଜେଡି ନେତା । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ ସମିତି ସଭ୍ୟଙ୍କ ଦାଦାଗିରି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us