Advertisment

ଉଦ୍ଧାର ହେଲା କୁନି ଝିଅ

ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର କୁନି ଝିଅ ଆଜି ଭୋର ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି।

author-image
Manoj Swain

ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର କୁନି ଝିଅ ଆଜି ଭୋର ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି। ବଡ଼ ଗାଁ ରାସ୍ତା କଡ଼ରୁ ତାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଝିଅଟି ଟ୍ୟୁସନରୁ ଆଈ ସହ ଘରକୁ ଫେରୁଥିଲା। ଏହି ସମୟରେ କଳା ପଲର୍ସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାକୁ ଉଠାଇ ନେଇଥିଲେ।

Advertisment
Odisha Kidnap Missing Child