Advertisment

ଘର ସମ୍ମୁଖରୁ ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର

, କିଛି ଦିନ ତଳେ ବିଭୂତିଙ୍କର କୌଣସି କଥାକୁ ନେଇ ୩ରୁ ୪ ଜଣଙ୍କ ସହ ଝଗଡ଼ା ହୋଇଥିଲା।

DeadBody

DeadBody

Advertisment

ଘର ସମ୍ମୁଖରୁ ଅନୁଗୋଳ ଜିଲ୍ଲା ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଭୂତି ଗଡ଼ନାୟକ।

Advertisment

ଗତକାଲି ରାତିରେ ବିଭୂତି ଖାଇପିଇ ଘରେ ଶୋଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ଏନେଇ ପରିବାର ଲୋକେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

କେମିତି ଓ କେଉଁ ପରିସ୍ଥିତିରେ ବିଭୂତିଙ୍କର ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ଏହା ରାଜନୈତିକ ହିଂସା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ବିଭୂତିଙ୍କର କୌଣସି କଥାକୁ ନେଇ ୩ରୁ ୪ ଜଣଙ୍କ ସହ ଝଗଡ଼ା ହୋଇଥିଲା। ଏନେଇ ତାଙ୍କ ଘର ଉପରେ ପଥର ମାଡ଼ ହୋଇଥିବା ଜଣାଯାଇଛି।

Anugul Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe