ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗ ଦେବା ପରଦିନ ପୋଖରୀରୁ ମିଳିଲା କନଷ୍ଟେବଲଙ୍କ ମୃତଦେହ

ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ମୃତଦେହକୁ ପୋଖରୀରୁ ବାହାର କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି।

Police Station PhotoOR

ନନ୍ଦିପଦା ଥାନା

Jitendra Garnayak
  • Published: Tuesday, 11 July 2023
  • Updated: 11 July 2023, 10:10 AM IST

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ସାମ୍ନା ପୋଖରୀରୁ ଆଜି ଜଣେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରଦୀପ କୁମାର ନାୟକ। ତାଙ୍କ ଘର କେନ୍ଦ୍ରାପଡ଼ାରେ।

ପ୍ରଦୀପ ପୂର୍ବରୁ କେନ୍ଦୁଝର ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ କାର୍ଯ୍ୟ କରୁଥିଲେ। ସେଠାରୁ ତାଙ୍କୁ ନନ୍ଦିପଦା ବଦଳି କରାଯାଇଥିଲା। ଗତକାଲି ସେ ନନ୍ଦିପଦା ଥାନାରେ କାର୍ଯ୍ୟରେ ଯୋଗ ଦେଇଥିଲେ।

Also Read

ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ମୃତଦେହକୁ ପୋଖରୀରୁ ବାହାର କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।

ଆଜି ସକାଳୁ ହଠାତ୍ ତାଙ୍କ ମୃତଦେହ ଥାନା ସମ୍ମୁଖ ପୋଖରୀରୁ ମିଳିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

ଆନନ୍ଦପୁରରୁ ମୁନା ସିଂହଙ୍କ ରିପୋର୍ଟ 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story