୩ ଦିନ ହେଲା ଘରକୁ ଫେରି ନ ଥିଲେ ଯୁବକ, କୂଅରୁ ବାହାରିଲା ମୃତଦେହ

୩ ଦିନ ହେଲା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାମୀ। ହେଲେ ଘରକୁ ଫେରି ନ ଥିଲେ। ପତ୍ନୀ ଚାରିଆଡ଼େ ସ୍ୱାମୀକୁ ଖୋଜି ବୁଲୁଥିଲେ ହେଲେ ପତ୍ତା ପାଉ ନ ଥିଲେ।

Dead Body

Representational Image

Niharika Rout
  • Published: Saturday, 10 February 2024
  • Updated: 10 February 2024, 12:23 PM IST

୩ ଦିନ ହେଲା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାମୀ। ହେଲେ ଘରକୁ ଫେରି ନ ଥିଲେ। ପତ୍ନୀ ଚାରିଆଡ଼େ ସ୍ୱାମୀକୁ ଖୋଜି ବୁଲୁଥିଲେ ହେଲେ ପତ୍ତା ପାଉ ନ ଥିଲେ। ଶେଷରେ ଗାଁର ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲାରମ୍ଭା ଥାନା ଫଟାମୁଣ୍ଡା ଗାଁରେ ଘଟିଛି। ମୃତକ ହେଲେ ଫଟାମୁଣ୍ଡା ଗାଁର ଉଜ୍ୱଳ ବରିହା ।

ଉଜ୍ୱଳ ବରିହା ଗତ ୭ ତାରିଖରେ ଗାଁ ନିକଟରେ ହେଉଥିବା ଏକ ବିବାହ ଉତ୍ସବକୁ ଯାଇଥିଲେ। ସେଠାରୁ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଚାରି ଆଡ଼େ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ପରିବାର ପକ୍ଷରୁ ପୁଲିସ୍‌କୁ ବି ଅବଗତ କରାଯାଇଥିଲା।

ପୁଲିସ୍‌ ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ପରେ ଗତକାଲି ଗାଁରେ ଥିବା ବିରାଟ ସାହୁଙ୍କ କୂଅରୁ ମୃତଦେହ ଉଦ୍ଧାର ହୋଉଛି । ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read

ଉଜ୍ୱଳ ବରିହାଙ୍କୁ ହତ୍ୟା ପରେ କୂଅରେ ଫିଙ୍ଗା ଯାଇଥିବା ତାଙ୍କ ପତ୍ନୀ ମହନୀ ବରିହା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଗାଁର ୩ ଜଣ ଘରକୁ ଆସି ମୋ’ ସ୍ୱାମୀଙ୍କୁ ବିବାହକୁ ଯିବାକୁ ଡାକିଥିଲେ। ମୋ’ ସ୍ୱାମୀ ମନା କରିବା ପରେ ବି ସେମାନେ ଜୋରଜବରଦସ୍ତ ତାଙ୍କୁ ବାଇକ୍‌ ଯୋଗେ ନେଇ ଯାଇଥିଲେ। ଏହାପରେ ମୋ’ ସ୍ୱାମୀଙ୍କ ପତ୍ତା ମିଳି ନ ଥିଲା। ସେମାନେ ହିଁ ମୋ’ ସ୍ୱାମୀଙ୍କୁ ଜୋରଜବଦସ୍ତ ମଦ ପିଆଇ ହତ୍ୟା କରି ଫୋପାଡ଼ି ଦେଇଥିବା ଜଣାପଡ଼ୁଛି। କାରଣ ଉକ୍ତ ୩ ଜଣଙ୍କ ସହ ଆମ ପରିବାରର ପୂର୍ବରୁ ବିବାଦ ଲାଗି ରହିଥିଲା। ସେମାନେ ରାଗ ରଖି ମୋ’ ସ୍ୱାମୀଙ୍କୁ ମାରି ଦେଇଛନ୍ତି।

ପୁଲିସ୍‌ ଖାନତଲାସୀ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story