Advertisment

ବାଥ୍‌ରୁମ୍‌ରେ କ୍ୟାମେରା ଲଗାଇଥିଲେ ଘର ମାଲିକ

ବାଥରୁମ ଓ ବେଡ ରୁମରେ ଲଗାଇଥିଲା ଗୁପ୍ତ କ୍ୟାମେରା

Advertisment

ରାଜଧାନୀ ଦିଲ୍ଲୀରେ ଘଟିଛି ଅତ୍ୟନ୍ତ ସାଂଘାତିକ ଘଟଣା। ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପୁଲିସ ଦିଲ୍ଲୀର ଶକରପୁରରୁ ଗିରଫ କରିଛି। ସେ ଭଡ଼ାରେ ଘର ଦେଇଥିବା ଜଣେ ଯୁବତୀଙ୍କ ଉପରେ ନଜର ରଖିବା ପାଇଁ ବେଶ ଚତୁରତାର ସହ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବରେ ଗୁପ୍ତ କ୍ୟାମେରା ଖଞ୍ଜି ଥିଲେ। ଏକଥା ଜଣାପଡ଼ିବା ପରେ ପୁଲିସ୍‌ ଭଡ଼ାରେ ଘର ଦେଇଥିବା ଯୁବକକୁ ଗିରଫ କରିଛି। 

Advertisment
Hidden Camera Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe