Advertisment

ମନ୍ତ୍ରୀ ନବ ଦାସଙ୍କର ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଡିଜିପି ସୁନିଲ ବଂଶଲ

ଡିଜି ସୁନିଲ ବଂଶଲ କହିଲେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ, ତଦନ୍ତର ତଦାରଖ ଜଣେ ଅବସରପ୍ରାପ୍ତ ଜଜ କରୁଛନ୍ତି। ଏଭଳି କ୍ରାଇମର ରହସ୍ୟ 2/3 ଦିନ ଭିତରେ ଜାଣିହେବନି। ଟିକେ ସମୟ ଲାଗିବ।

author-image
Manoj Swain
ଅଦ୍ୟତନ ହୋଇଛି
Odisha Police Murder Naba Das Odisha DGP