""
ଅପରାଧ ଓଡ଼ିଶା ମନ୍ତ୍ରୀ ନବ ଦାସଙ୍କର ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଡିଜିପି ସୁନିଲ ବଂଶଲ ଡିଜି ସୁନିଲ ବଂଶଲ କହିଲେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ, ତଦନ୍ତର ତଦାରଖ ଜଣେ ଅବସରପ୍ରାପ୍ତ ଜଜ କରୁଛନ୍ତି। ଏଭଳି କ୍ରାଇମର ରହସ୍ୟ 2/3 ଦିନ ଭିତରେ ଜାଣିହେବନି। ଟିକେ ସମୟ ଲାଗିବ। 03 Feb 2023 18:26 IST ଅଦ୍ୟତନ ହୋଇଛି03 Feb 2023 18:42 ISTManoj Swain Follow Usତଦନ୍ତ ଆଉ କେତେ ବାଟ ? | Odisha ReporterAdvertisment Read More Odisha Police Murder Naba Das Odisha DGPAdvertisment