Advertisment

ଦିବ୍ୟାଙ୍ଗଙ୍କୁ ପୁଲିସର ନିସ୍ତୁକ ମାଡ଼ !

ଦିବ୍ୟାଙ୍ଗଙ୍କୁ ପୁଲିସର ନିସ୍ତୁକ ମାଡ଼ । ଅମାନବିକତାର ସବୁ ସୀମା ଟପିଲେ ପୁଲିସ ଏସଆଇ। ଦିବ୍ୟାଙ୍ଗଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗ।

author-image
Manoj Swain

ଦିବ୍ୟାଙ୍ଗଙ୍କୁ ପୁଲିସର ନିସ୍ତୁକ ମାଡ଼। ବେଆଇନ ବାଣ ପ୍ରସ୍ତୁତ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗାଁରେ ରହୁଥିବା ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କ ଘରେ ଚଢ଼ାଉ କରିଥିଲା ପୁଲିସ । ଚଢ଼ାଉ କରିବା ସମୟରେ ଦିବ୍ୟାଙ୍ଗ ରାଜେନ୍ଦ୍ରଙ୍କୁ ପୁଲିସ ଏସଆଇ ଓ କନଷ୍ଟେବଳ ନିର୍ମମ ଭାବରେ ମାଡ଼ ମାରିବା ଅଭିଯୋଗ।

Advertisment
Odisha Police Ganjam