Advertisment

ଗୁଳି କରିବାକୁ ନବଙ୍କ ଘରକୁ ୫ ଥର ଯାଇଥିଲା ଗୋପାଳ!

ହାତରେ ସର୍ଭିସ ରିଭଲଭର ଧରି ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡା ସରବହାଲ ଘର ସମ୍ମୁଖରେ ପଇଁତରା ମାରୁଥିଲା। ପଡୋଶୀ ଓ କିଛି ଦୋକାନୀଙ୍କୁ ମନ୍ତ୍ରୀ କେବେ ଆସିବେ, କେଉଁଠିକୁ ଗସ୍ତ କରିବାର ଅଛି କି ନାହିଁ ଟିକନିକ ପଚାରି ବୁଝୁଥିଲା। କ୍ରାଇମବ୍ରାଞ୍ଚ ଜେରା ସମୟରେ ଏସମସ୍ତ କଥା ମାନିଛି ଏଏସଆଇ ଗୋପାଳ କୃଷ୍ଣ ଦାସ।

Odisha Naveen Patnaik Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe