Advertisment

ଗୋପାଳ କିଛି କହିଲା କି?

ସତ ମିଛର ଦୁଇଟି ଟେଷ୍ଟ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ସରିଛି। ତେବେ ଏହି ଟେଷ୍ଟ ସମୟରେ କଣ କଣ କହିଛି ଗୋପାଳ? କ୍ରାଇମବ୍ରାଞ୍ଚ ପାଇପାରଛି କି ହତ୍ୟାପଛରେ ଥିବା ଉଦ୍ଦେଶ୍ୟ କ’ଣ? ଏହି ପ୍ରଶ୍ନର ଉତ୍ତର ପାଇଁ ସମସ୍ତେ ଚାତକ ପରି ଚାହିଁ ବସିଛନ୍ତି।

author-image
Debendra Prusty

ସତ ମିଛର ଦୁଇଟି ଟେଷ୍ଟ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ସରିଛି। ତେବେ ଏହି ଟେଷ୍ଟ ସମୟରେ କଣ କଣ କହିଛି ଗୋପାଳ? କ୍ରାଇମବ୍ରାଞ୍ଚ ପାଇପାରଛି କି ହତ୍ୟାପଛରେ ଥିବା ଉଦ୍ଦେଶ୍ୟ କ’ଣ? ଏହି ପ୍ରଶ୍ନର ଉତ୍ତର ପାଇଁ ସମସ୍ତେ ଚାତକ ପରି ଚାହିଁ ବସିଛନ୍ତି।

Advertisment
Odisha Police Naba Das Gopal Das