Advertisment

ଗୋପାଳଙ୍କୁ ଚାପୁଡ଼ା ମାରିଥିଲେ ନବ!

ମହଙ୍ଗା ପଡ଼ିଲା କି ଚାପୁଡ଼ା ମାଡ଼? ଦିନେ ନବ ଦାସ ଗୋପାଳଙ୍କୁ ଚାପୁଡ଼ା ମାରିଥିଲେ। ହେଲମେଟ ଚେକିଂ ପାଇଁ ଧରପଗଡ଼ ଚାଲୁଥିଲା ବେଳେ ସିଧା ନବ ଦାସ କୁଆଡ଼େ ଆସି ତାଙ୍କୁ ଶକ୍ତ ଚାପୁଡ଼ା କଷିଥିଲେ। ଝାରସୁଗୁଡ଼ାରେ ଡ୍ୟୁଟିରେ ଥିଲା ବେଳେ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରିଥିଲେ ନବ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଗୋପାଳଙ୍କ ସାଙ୍ଗ।

author-image
Debendra Prusty

Odisha Police Naveen Patnaik Naba Das