ଆସୁଛି ଭିଡିଓ କଲ କରୁଛି ଡିଜିଟାଲ ଆରେଷ୍ଟ | Odisha Reporter
ପ୍ରଥମେ ଫୋନ, ପରେ ଭିଡିଓ କଲ। ସେଥିରେ ଖାକି ପୋଷାକଧାରୀ ବ୍ୟକ୍ତି ଲାଇନରେ ରହି କହିବେ, ଆପଣଙ୍କ ନାଁରେ ଏକ ପାର୍ସଲ ଜବତ କରିଛୁ । ଯେଉଁଥିରେ ଡ୍ରଗ୍ସ ଅଛି, କିମ୍ବା ଇଲିଗାଲ ପାସପୋର୍ଟ, କିଛି ସିମ୍ କାର୍ଡ ଅଛି। ଯାହା ବିଦେଶକୁ ଚାଲାଣ ହେଉଥିଲା। ଆପଣଙ୍କୁ ହାଉସ୍ ଆରଷ୍ଟ କରିବୁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
