ପ୍ରଥମେ ଫୋନ, ପରେ ଭିଡିଓ କଲ। ସେଥିରେ ଖାକି ପୋଷାକଧାରୀ ବ୍ୟକ୍ତି ଲାଇନରେ ରହି କହିବେ, ଆପଣଙ୍କ ନାଁରେ ଏକ ପାର୍ସଲ ଜବତ କରିଛୁ । ଯେଉଁଥିରେ ଡ୍ରଗ୍ସ ଅଛି, କିମ୍ବା ଇଲିଗାଲ ପାସପୋର୍ଟ, କିଛି ସିମ୍ କାର୍ଡ ଅଛି। ଯାହା ବିଦେଶକୁ ଚାଲାଣ ହେଉଥିଲା। ଆପଣଙ୍କୁ ହାଉସ୍ ଆରଷ୍ଟ କରିବୁ। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମିଳିଛି ପୁଳା ପୁଳା ସୁନା ଗହଣା, ନିଜେ ଜମି କିଣି ପତ୍ନୀଙ୍କୁ ବିକୁଥିଲେ
ପାଖରେ ଥିଲା ୧୩ ଲକ୍ଷ ଟଙ୍କା। ଭିଜିଲାନ୍ସକୁ ଦେଖି ଫୋପାଡ଼ି ଦେଇଥିଲେ ୧୦ ଲକ୍ଷ।
Crime
ଫିଟୁଛି କେଟିଏମ୍ ବାବାଙ୍କ ଗୁମର
ଅଭିଯୋଗ ଅନୁସାରେ ବାବା କୁଆଡ଼େ କେଟିଏମ୍ ବାଇକ୍ରେ ଗର୍ଲଫ୍ରେଣ୍ଡକୁ ଧରି ବୁଲନ୍ତି।
Crime
ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ
୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।