\'ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ\' | Odisha Reporter
ସରକାର ବଦଳିଛି ସତ, କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ଭରତପୁର ଥାନାକୁ ଜଣେ ମହିଳା ଅଭିଯୋଗ କରିବାକୁ ଯାଇଥିଲେ।କିନ୍ତୁ ପୋଲିସ କିଭଳି ଓ କେଉଁ ସାହାସରେ ତାଙ୍କୁ ନିର୍ଯାତନା ଦେଲା । କୁହାଯାଉଛି, ସିସିଟିଭି ନାହିଁ। କେନ୍ଦ୍ର ସରକାର ୧୦୦ କୋଟି ଦେଇଥିଲେ। ତା’ହେଲେ ଆଦର୍ଶ ଥାନାରେ କାହିଁକି ସିସିଟିଭି ଲଗେଇ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
