Advertisment

‘ଦୀନକୃଷ୍ଣ ମିଶ୍ର ଜଣେ ମାରାତ୍ମକ ଭାଇରସ, ଡିସିପି ଓ ପୁଲିସ କମିଶନରଙ୍କୁ ତୁରନ୍ତ ହଟାଯାଉ’

ଦୀନକୃଷ୍ଣ ମିଶ୍ରଙ୍କୁ ସିଧା ଚାକିରିରୁ ବହିଷ୍କାର କରାଯାଉ। ସେ ଜଣେ ମାରାତ୍ମକ ଭାଇରସ। ଇଏ ହେଉଛନ୍ତି ପାଣ୍ଡିଆନଙ୍କ ୫ଟିର ମାରାତ୍ମକ ଜୀବାଣୁର ଉତ୍ପାଦନ।

ଅଦ୍ୟତନ ହୋଇଛି
Advertisment

ସରକାର ବଦଳିଛି ସତ, କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ଭରତପୁର ଥାନାକୁ ଜଣେ ମହିଳା ଅଭିଯୋଗ କରିବାକୁ ଯାଇଥିଲେ।କିନ୍ତୁ ପୋଲିସ କିଭଳି ଓ କେଉଁ ସାହାସରେ ତାଙ୍କୁ ନିର୍ଯାତନା ଦେଲା ।  କୁହାଯାଉଛି, ସିସିଟିଭି ନାହିଁ। କେନ୍ଦ୍ର ସରକାର ୧୦୦ କୋଟି ଦେଇଥିଲେ। ତା’ହେଲେ ଆଦର୍ଶ ଥାନାରେ କାହିଁକି ସିସିଟିଭି ଲଗେଇ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ।

Advertisment
Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe