Advertisment

ବେଡସିଟ୍ ତଳେ କିଏ ?

ଆଇଟି ରେଡ୍‌ ବେଳେ ଡିଏନ୍ ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଥିଲା। ଚନ୍ଦ୍ରଶେଖର ପଣ୍ଡାଙ୍କୁ ନିଜ ହେପାଜତକୁ ନେଇଛନ୍ତି ଆୟକର ବିଭାଗ।

author-image
Manoj Swain

ଲୁଚୁଛି ନା ଗୋଡ ଦୁଇଟା ଦିଶୁଛି । ବେଡସିଟ୍ ତଳେ ମୁହଁ ଲୁଚାଉଥିଲେ, କ୍ୟାମେରା ଲେନ୍ସରେ ଧରା ପଡିଗଲେ । କ୍ୟାମେରା ପଡିବା ମାତ୍ରେ ଚୋରଙ୍କ ଭଳି ପୁଣି ମୁହଁ ଘୋଡାଇ ଦେଉଛନ୍ତି । ଭଲ କରି ଏହି ଭିଜୁଆଲ ଉପରେ ଥରେ ନଜର ପକାନ୍ତୁ । ଆଇଟି ରେଡ୍‌ ବେଳେ ଡିଏନ୍ ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଜବତ ହୋଇଥିଲା। ଚନ୍ଦ୍ରଶେଖର ପଣ୍ଡାଙ୍କୁ ନିଜ ହେପାଜତକୁ ନେଇଛନ୍ତି ଆୟକର ବିଭାଗ।

Advertisment
Odisha IT Raid