କୁଆଡେ ଗଲେ ଡାକ୍ତର ଅମ୍ଳାନ ଭୋଇ ? ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ଡାକ୍ତରଖାନାରେ ଡାକ୍ତର ନିଖୋଜ ଘଟଣାକୁ ନେଇ ଚର୍ଚ୍ଚା ଧୀରେ ଧୀରେ ବଢ଼ିବାରେ ଲାଗିଛି। କିଏ ଅପହରଣ କଲେ ନା ମାଓବାଦୀ ଉଠାଇନେଲେ ଏସବୁ ଭାବି ଏବେ ଚିନ୍ତାରେ ପରିବାର ଲୋକ। ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଡାକ୍ତର ଅମ୍ଳାନ ଭୋଇଙ୍କୁ ସରକାରୀ କ୍ୱାର୍ଟର୍ସରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ତାଙ୍କର କୌଣସି ଖୋଜଖବର ନଥିବା ବେଳେ, କିଏ ଓ କାହିଁକି ତାଙ୍କୁ ଅପହରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଅମ୍ଳାନଙ୍କ ଅପହରଣ ନେଇ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି। ସୁରକ୍ଷିତ ଭାବେ ଅମ୍ଳାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସୁନା ଦୋକାନରେ ପଶି ମାଲିକଙ୍କୁ ଗୁଳି କଲେ
କୁଣ୍ଢେଇହାଟ ତିନି ଛକି ବଜାରରେ ରହିଛି ନିରଞ୍ଜନ ସାହୁଙ୍କ ଅଳଙ୍କାର ଦୋକାନ। ଆଜି ସନ୍ଧ୍ୟା ବେଳେ ସେ ଦୋକାନରେ ବସିଥିଲେ। ଠିକ୍ ସେତିକି ବେଳେ କୋଣାର୍କ ପର୍ଶ୍ୱରୁ ୨ ଜଣ ଯୁବକ ମାସ୍କ ପିନ୍ଧି ଏକ ନମ୍ବର ବିହୀନ ହୋଣ୍ଡା ସାଇନ ବାଇକ୍ରେ ଦୋକାନ ପାଖରେ ବାଇକ୍ ରଖିଥିଲେ।
Crime
ସାବଧାନ! ‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଆକାଉଣ୍ଟ ସଫା କରିବାକୁ ମାତିଲେଣି ସାଇବର ଠକ, ଲୁସି ହରାଇଲେ ୧୨ ହଜାର ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Crime
ସରକାରୀ ମଦ ଦୋକାନରେ ନକଲି ମଦ
ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ।
Crime
ଏତେ ମଦ ନଷ୍ଟ କରୁଛ, ମୋତେ ଗୋଟିଏ ବୋତଲ ଦିଅ...
ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେଠାରେ ନକଲି ମଦ ବିକ୍ରି ହେଉଥିବା ଜାଣି ଅବକାରୀ ବିଭାଗ ଚଢ଼ଉ କରିଥିଲା। ଆଉ ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କରୁଥିଲା।
Crime
ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ ପ୍ରମୋଦ ଭଗତ !
ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ନାଁରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ଅଭିଯୋଗ ।