Advertisment

କୁଆଡେ ଗଲେ କାଲିମେଳାର ଡାକ୍ତର ଅମ୍ଳାନ ଭୋଇ ?

ଅମ୍ଳାନଙ୍କ ଅପହରଣ ନେଇ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି। ସୁରକ୍ଷିତ ଭାବେ ଅମ୍ଳାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Advertisment

କୁଆଡେ ଗଲେ ଡାକ୍ତର ଅମ୍ଳାନ ଭୋଇ ? ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ଡାକ୍ତରଖାନାରେ ଡାକ୍ତର ନିଖୋଜ ଘଟଣାକୁ ନେଇ ଚର୍ଚ୍ଚା ଧୀରେ ଧୀରେ ବଢ଼ିବାରେ ଲାଗିଛି। କିଏ ଅପହରଣ କଲେ ନା ମାଓବାଦୀ ଉଠାଇନେଲେ ଏସବୁ ଭାବି ଏବେ ଚିନ୍ତାରେ ପରିବାର ଲୋକ। ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଡାକ୍ତର ଅମ୍ଳାନ ଭୋଇଙ୍କୁ ସରକାରୀ କ୍ୱାର୍ଟର୍ସରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ତାଙ୍କର କୌଣସି ଖୋଜଖବର ନଥିବା ବେଳେ, କିଏ ଓ କାହିଁକି ତାଙ୍କୁ ଅପହରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଅମ୍ଳାନଙ୍କ ଅପହରଣ ନେଇ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି। ସୁରକ୍ଷିତ ଭାବେ ଅମ୍ଳାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Advertisment
Doctor Kidnap Odisha Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe