Advertisment

ଯୌତୁକ ଲୋଭୀ ସ୍ୱାମୀଙ୍କୁ ଛାଡ଼ିଦେଲେ ସ୍ତ୍ରୀ

ଯନ୍ତ୍ରଣା ଅସହ୍ୟ ହେବାରୁ ବିବାହର ୧୫ ମାସ ପରେ ସ୍ୱାମୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ପତ୍ନୀ । ଏପରି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି।

Advertisment

ବାହାଘର ପରେ ବାରମ୍ୱାର ଯୌତୁକ ମାଗୁଥିଲେ ସ୍ୱାମୀ ଓ ତାଙ୍କ ପରିବାର ଲୋକ। ଏଥିରେ ରାଜି ନହେବାରୁ ମାନସିକ ଯନ୍ତ୍ରଣା ଦେଉଥିଲେ। ତେବେ ଯନ୍ତ୍ରଣା ଅସହ୍ୟ ହେବାରୁ ବିବାହର ୧୫ ମାସ ପରେ ସ୍ୱାମୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଲେ ପତ୍ନୀ । ଏପରି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Dowry Demand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe