ଆଇନର ରକ୍ଷାକାରୀ ନିଜେ ନିୟମ ଭାଙ୍ଗିଲେ। ମଦ ପିଇ ନିଜ ବାଇକକୁ ଗୋଟିଏ କାରରେ ମାଡ଼ କଲେ ଜଣେ ପୁଲିସ୍ ବାବୁ। ଏପରି କି ନିଜ ଭୁଲକୁ ଲୁଚାଇବା ପାଇଁ ଓଲଟା ମାଲିକଙ୍କ ବିରୋଧରେ ମାମଲା ଦାଏର କରି ପୁଲିସ୍ ବାବୁ ଜଣଙ୍କ ଖାକି ବର୍ଦ୍ଦିର ଗରମ ଦେଖାଇଛନ୍ତି। ନିଜେ ଗାଡ଼ି ମାଡ଼ କରିବା ପରେ କାର୍କୁ ବାଡ଼େଇ ଭାଙ୍ଗିଛନ୍ତି। କାର ମାଲିକ କ୍ଷତି ସହିଥିବା ବେଳେ ଏବେ ଆଇନର ଜାଲରେ ଫସି ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରୀ କରୁଛନ୍ତି। ଏମିତି ଏକ ଘଟଣା ଭଦ୍ରକରୁ ସାମ୍ନାକୁ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।