ମଦ ପିଇ ହଟହଟା ହେଲେ ପୁଲିସ

ଖାକି ଡ୍ରେସରେ ମଦ ପିଇ ହଟହଟା ହେଲେ ପୁଲିସ। ଖାକି ପୋଷାକରେ ମଦ କାଉଣ୍ଟରେ ପଶି ମଦ ପିଉଥିବା ବେଳେ ଘେରିଗଲେ ସ୍ଥାନୀୟ ଲୋକେ।

Manoj Swain
  • Published: Monday, 30 October 2023
  • Updated: 30 October 2023, 02:45 PM IST

Sports

Latest News

ଖାକି ଡ୍ରେସରେ ମଦ ପିଇ ହଟହଟା ହେଲେ ପୁଲିସ। ଖାକି ପୋଷାକରେ ମଦ କାଉଣ୍ଟରେ ପଶି ମଦ ପିଉଥିବା ବେଳେ ଘେରିଗଲେ ସ୍ଥାନୀୟ ଲୋକେ। ଖାକି ପିନ୍ଧା ବାବୁଙ୍କୁ ନେବାକୁ ଆସିଥିବା ପିସିଆର ହେଲା ହଇରାଣ। ପିସିଆର କର୍ମଚାରୀଙ୍କ ସହ ଲୋକଙ୍କ ଯୁକ୍ତିତର୍କ ଓ କଥା କଟାକଟି। ଖାକି ପିନ୍ଧା ବାବୁଙ୍କ ଫାଇନ କାହିଁକି କଟା ଯିବନି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମିସାଗର ଥାନା ଅଞ୍ଚଳରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos