ମାତାଲ ପୋଲିସର ଫାଇନ କାଟ | Odisha Reporter
Advertisment
ଖାକି ଡ୍ରେସରେ ମଦ ପିଇ ହଟହଟା ହେଲେ ପୁଲିସ। ଖାକି ପୋଷାକରେ ମଦ କାଉଣ୍ଟରେ ପଶି ମଦ ପିଉଥିବା ବେଳେ ଘେରିଗଲେ ସ୍ଥାନୀୟ ଲୋକେ। ଖାକି ପିନ୍ଧା ବାବୁଙ୍କୁ ନେବାକୁ ଆସିଥିବା ପିସିଆର ହେଲା ହଇରାଣ। ପିସିଆର କର୍ମଚାରୀଙ୍କ ସହ ଲୋକଙ୍କ ଯୁକ୍ତିତର୍କ ଓ କଥା କଟାକଟି। ଖାକି ପିନ୍ଧା ବାବୁଙ୍କ ଫାଇନ କାହିଁକି କଟା ଯିବନି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମିସାଗର ଥାନା ଅଞ୍ଚଳରେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us