Advertisment

ସରକାରୀ ମଦ ଦୋକାନରେ ନକଲି ମଦ

ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ।

author-image
Manoj Swain

ମଦୁଆଙ୍କୁ ଚକ୍‌ମା ଦେଲେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ। ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ। ହେଲେ ଆଜି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀରୁ ନକଲି ମଦ ମିଳିବା ପରେ ମଦୁଆଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି।

Advertisment
Odisha Bhubaneswar