ପୋଲିସ ଛାଉଣୀରେ ରାଜଧାନୀ କିନ୍ତୁ କମୁନି ଉତ୍ପାତ | Odisha Reporter
ଆରମ୍ଭ ହେଲାଣି ପାର୍ବଣ ଋତୁ, ଜମିଲାଣି ଭିଡ଼। ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ। ଶାନ୍ତିଶୃଙ୍ଖଳାର ସହ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ଚଳିତ ବର୍ଷ ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ସବୁ ଗଳିକନ୍ଦି ସିସିଟିଭି ଅଣ୍ଡରରେ ତଥାପି ଦିନକୁଦିନ ବଢୁଛି ଅପରାଧ। କିନ୍ତୁ ଏତେ ସଚେତନତା ପରେ ବି ରାଜଧାନୀ ଭୁବନେଶ୍ଵରରେ ଅପରାଧ କମିବାର ନା ନେଉନି ବରଂ ଦିନକୁ ଦିନ ବଢି ଚାଲିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
