Advertisment

ପୁଲିସ ଛାଉଣୀରେ ରାଜଧାନୀ କିନ୍ତୁ କମୁନି ଉତ୍ପାତ

ଆରମ୍ଭ ହେଲାଣି ପାର୍ବଣ ଋତୁ, ଜମିଲାଣି ଭିଡ଼। ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ। ଶାନ୍ତିଶୃଙ୍ଖଳାର ସହ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ ।

Advertisment

ଆରମ୍ଭ ହେଲାଣି ପାର୍ବଣ ଋତୁ, ଜମିଲାଣି ଭିଡ଼। ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ। ଶାନ୍ତିଶୃଙ୍ଖଳାର ସହ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ଚଳିତ ବର୍ଷ ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ସବୁ ଗଳିକନ୍ଦି ସିସିଟିଭି ଅଣ୍ଡରରେ ତଥାପି ଦିନକୁଦିନ ବଢୁଛି ଅପରାଧ। କିନ୍ତୁ ଏତେ ସଚେତନତା ପରେ ବି ରାଜଧାନୀ ଭୁବନେଶ୍ଵରରେ ଅପରାଧ କମିବାର ନା ନେଉନି ବରଂ ଦିନକୁ ଦିନ ବଢି ଚାଲିଛି ।

Advertisment
Odisha Bhubaneswar Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe