/odisha-reporter/media/post_attachments/uploads/2017/03/Sura-Baba.jpg)
Sura-Baba
ଭୁବନେଶ୍ୱର: ସାରଥୀଙ୍କ ପରେ ଆଜି ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ୧୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି)। ଆଚାଟା ସମ୍ପତ୍ତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଝିଇଣ୍ଟି ଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ଭିତରେ ଥିବା ଜମି ଓ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ କୋଟି ୬୦ ଲକ୍ଷ ଟଙ୍କା ହେବ। ସେହିପରି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ୨ କୋଟି ୩୫ ଲକ୍ଷ ଟଙ୍କାକୁ ମଧ୍ୟ ଇଡି ଆଚାଚ୍ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
