Advertisment

ଫସିଗଲା ଡିଏନ ଗ୍ରୁପ

ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି। ଡିଏନ ଗ୍ରୁପର ଟିକସ ଫାଙ୍କି ସହ ବେଆଇନ କାରବାରର ଖୋଳତାଡ଼ କରୁଛି ଆଇଟି। ସମସ୍ତ ଡକୁମେଣ୍ଟର ଯାଂଚ ପରେ ସାଂଘାତିକ ତଥ୍ୟ ଆଇଟି ହାତରେ ଲାଗିଛି। ଏହାରି ଭିତରେ ବେଆଇନ କାରବାର ନେଇ ତଦନ୍ତ କରିବାକୁ ଇଡି ଏହି ମାମଲରେ ପଶିବ। ନିଜ ଆଡୁ ମାମଲା କରି ତଦନ୍ତ କରିବ।

author-image
Debendra Prusty

ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି। ଡିଏନ ଗ୍ରୁପର ଟିକସ ଫାଙ୍କି ସହ ବେଆଇନ କାରବାରର ଖୋଳତାଡ଼ କରୁଛି ଆଇଟି। ସମସ୍ତ ଡକୁମେଣ୍ଟର ଯାଂଚ ପରେ ସାଂଘାତିକ ତଥ୍ୟ ଆଇଟି ହାତରେ ଲାଗିଛି। ଏହାରି ଭିତରେ ବେଆଇନ କାରବାର ନେଇ ତଦନ୍ତ କରିବାକୁ ଇଡି ଏହି ମାମଲରେ ପଶିବ। ନିଜ ଆଡୁ ମାମଲା କରି ତଦନ୍ତ କରିବ। 

Advertisment
Odisha ED Raid IT Raid Dn Homes DN Group