Advertisment

ଫସିଗଲା ଡିଏନ ଗ୍ରୁପ

ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି। ଡିଏନ ଗ୍ରୁପର ଟିକସ ଫାଙ୍କି ସହ ବେଆଇନ କାରବାରର ଖୋଳତାଡ଼ କରୁଛି ଆଇଟି। ସମସ୍ତ ଡକୁମେଣ୍ଟର ଯାଂଚ ପରେ ସାଂଘାତିକ ତଥ୍ୟ ଆଇଟି ହାତରେ ଲାଗିଛି। ଏହାରି ଭିତରେ ବେଆଇନ କାରବାର ନେଇ ତଦନ୍ତ କରିବାକୁ ଇଡି ଏହି ମାମଲରେ ପଶିବ। ନିଜ ଆଡୁ ମାମଲା କରି ତଦନ୍ତ କରିବ।

ED Raid Dn Homes Odisha IT Raid DN Group
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe