Advertisment

ବୃଦ୍ଧଙ୍କୁ ଅଟକାଇଲେ, ରାସ୍ତାରେ ହାଣିଲେ

ଆଜି ସକାଳେ କାଳନ୍ଦୀ ନିଜ ସହଯୋଗୀଙ୍କ ସହ ନିଜ ଗାଁ ସ୍ୱପ୍ନେଶ୍ୱରପୁର ଯାଉଥିଲେ।

Murder

Murder

Advertisment

ରାସ୍ତାରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଅଟକାଇ ହାଣିଲା ଅଭିଯୁକ୍ତ। ଯାଜପୁର ସଦର ଥାନା ଅନ୍ତର୍ଗର ଯମଧର ନିକଟରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ କାଳନ୍ଦୀ ମଲ୍ଲିକ। ପୁଲିସ ଅଭିଯୁକ୍ତ ସୁରେନ୍ଦ୍ର ବେହେରାଙ୍କୁ ଅଟକ ରଖିଛି।

Advertisment

ଆଜି ସକାଳେ କାଳନ୍ଦୀ ନିଜ ସହଯୋଗୀଙ୍କ ସହ ନିଜ ଗାଁ ସ୍ୱପ୍ନେଶ୍ୱରପୁର ଯାଉଥିଲେ। ‌ଏହି ସମୟରେ ସୁରେନ୍ଦ୍ର ବାଟରେ ଆସି କାଳନ୍ଦୀଙ୍କୁ ଅଟକାଇଥିଲା। ପରେ ଏକ ଧାରୁଆ ଅସ୍ତ୍ରରେ କାଳନ୍ଦୀଙ୍କୁ ହାଣି ଦେଇଥିଲା।

ତେବେ କାଳନ୍ଦୀଙ୍କୁ ସୁରେନ୍ଦ୍ର କାହିଁକି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ସୁରେନ୍ଦ୍ରଙ୍କୁ ଅଟକ ରଖିଛି। ସୁରେନ୍ଦ୍ର ମାନସିକ ବିକୃତ ବୋଲି କୁହାଯାଉଛି।

Advertisment
Jajpur Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe