Advertisment

ଭାରତୀୟ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣରେ ଅନିୟମିତତା: ରାଜ୍ୟର ତିନିଟି ସ୍ଥାନରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଭାରତୀୟ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ ନେଇ ଆଜି ରାଜ୍ୟର ତିନିଟି ସ୍ଥାନରେ ହୋଇଛି ସିବିଆଇ ଚଢ଼ାଉ। ଭୁବନେଶ୍ୱର ଓ ସମ୍ୱଲପୁର ସମେତ ରାଜ୍ୟର ୩ଟି ସ୍ଥାନ ହୋଇଛି ଏହି ଚଢ଼ାଉ।  ସେହିଭଳି ଦେଶର ମୋଟ ୧୦ଟି ସ୍ଥାନରେ ଆଜି ଏକ ସାଙ୍ଗେ ଚଢ଼ାଉ ହୋଇଛି। ଚଢ଼ାଉ ହୋଇଥିବା ଇଲେକ୍ଟ୍ରୋନିକ୍ ସଂସ୍ଥା ମଧ୍ୟରେ ରହିଛି ଭାରତ ଇଲେକ୍ଟ୍ରୋନିକ୍, ଆଟ୍ରିକନେଟ୍ କନସଲ୍ଟାନସି, ଏକ୍ସିଜେଣ୍ଟ ସଲ୍ୟୁସନ୍ ଓ ଗୌରବ ସର୍ଭିସ୍ ଲିମିଟେଡ୍। ମିଳିଥିବା ସୂଚନା ଅନୁସାରେ […]

ଭାରତୀୟ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣରେ ଅନିୟମିତତା: ରାଜ୍ୟର ତିନିଟି ସ୍ଥାନରେ ସିବିଆଇ ଚଢ଼ାଉ

cbi

Advertisment

ଭୁବନେଶ୍ୱର: ଭାରତୀୟ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ ନେଇ ଆଜି ରାଜ୍ୟର ତିନିଟି ସ୍ଥାନରେ ହୋଇଛି ସିବିଆଇ ଚଢ଼ାଉ। ଭୁବନେଶ୍ୱର ଓ ସମ୍ୱଲପୁର ସମେତ ରାଜ୍ୟର ୩ଟି ସ୍ଥାନ ହୋଇଛି ଏହି ଚଢ଼ାଉ।  ସେହିଭଳି ଦେଶର ମୋଟ ୧୦ଟି ସ୍ଥାନରେ ଆଜି ଏକ ସାଙ୍ଗେ ଚଢ଼ାଉ ହୋଇଛି। ଚଢ଼ାଉ ହୋଇଥିବା ଇଲେକ୍ଟ୍ରୋନିକ୍ ସଂସ୍ଥା ମଧ୍ୟରେ ରହିଛି ଭାରତ ଇଲେକ୍ଟ୍ରୋନିକ୍, ଆଟ୍ରିକନେଟ୍ କନସଲ୍ଟାନସି, ଏକ୍ସିଜେଣ୍ଟ ସଲ୍ୟୁସନ୍ ଓ ଗୌରବ ସର୍ଭିସ୍ ଲିମିଟେଡ୍। ମିଳିଥିବା ସୂଚନା ଅନୁସାରେ ୨୦୧୨ରେ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣ କ୍ଷେତ୍ରରେ କୋଟିକୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏହି ମାମଲାର ଯାଞ୍ଚ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe