Advertisment

ନକ୍ସଲ କ୍ୟାମ୍ପ ଧ୍ୱଂସ କଲେ ଯବାନ

ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଏସଓଜି ଯବାନ ଖବର ପାଇଥିଲେ।

ଅଦ୍ୟତନ ହୋଇଛି
Naxal

Naxal

Advertisment

ବୌଦ୍ଧ ବୁଢ଼ାଖୋଲ୍ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଛନ୍ତି ଏସଓଜି ଯବାନ। ନକ୍ସଲ କ୍ୟାମ୍ପରୁ IED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି ଯବାନ।

Advertisment

ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଏସଓଜି ଯବାନମାନେ ଖବର ପାଇଥିଲେ। ପରେ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ମାଡ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ମାଡ଼ କରିଥିଲେ। ଯବାନଙ୍କ ପାଲଟା ଗୁଳି ବିନିମୟରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

ଘଟଣାସ୍ଥଳରୁ ।ED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଥିଲେ ଯବାନ। ଏବେବି ଜଙ୍ଗଲ ଭିତରେ କୁମ୍ବିଂ ଜାରି ରଖିଛନ୍ତି ଯବାନ।

Advertisment
Naxal Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe