ପ୍ରତିଦିନ ଓଡ଼ିଶାରେ ୧୬ ଅପହରଣ, ଆଉ ୫୧ ନିଖୋଜ

୨୦୨୧ ମସିହାରେ ଓଡ଼ିଶାରେ ୫ ହଜାର ୬୨୫ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ ମସିହାରେ ଏ ମାମଲା ସଂଖ୍ୟା ୪ ପ୍ରତିଶତ ବଢ଼ି ୫ ହଜାର ୮୫୪ରେ ପହଞ୍ଚିଛି।

Kidnap

Representative Image

Manoranjan Sial
  • Published: Tuesday, 05 December 2023
  • Updated: 05 December 2023, 09:18 PM IST

Sports

Latest News

ପ୍ରତି ୩ ଘଣ୍ଟାରେ ରାଜ୍ୟରେ ୨ ଜଣ ଅପହରଣର ଶିକାର ହେଉଛନ୍ତି। ଦୈନିକ ହାରାହାରି ୧୬ ଜଣ ଅପହରଣ ହେଉଛନ୍ତି। ଖାଲି ସେତିକି ନୁହେଁ, ପ୍ରତିବର୍ଷ ରାଜ୍ୟରେ ଅପହରଣ ମାମଲା ବଢ଼ି ଚାଲିଛି। NCRBର ସଦ୍ୟତମ ରିପୋର୍ଟରୁ ଏ ଲୋମଟାଙ୍କୁରା ତଥ୍ୟ ମିଳିଛି।

ରିପୋର୍ଟ କହୁଛି, ୨୦୨୨ ମସିହାରେ ରାଜ୍ୟର ୫ ହଜାର ୮୭୫ ଜଣ ଅପହରଣର ଶିକାର ହୋଇଛନ୍ତି। ଅର୍ଥାତ ପ୍ରତି ଲକ୍ଷେ ଲୋକରୁ ପ୍ରାୟ ୧୩ ଜଣ ଅପହରଣର ଶିକାର ହେଉଛନ୍ତି। ୨୦୨୧ ମସିହାରେ ଓଡ଼ିଶାରେ ୫ ହଜାର ୬୨୫ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ ମସିହାରେ ଏ ମାମଲା ସଂଖ୍ୟା ୪ ପ୍ରତିଶତ ବଢ଼ି ୫ ହଜାର ୮୫୪ରେ ପହଞ୍ଚିଛି।

Also Read

ସବୁଠୁ ଚିନ୍ତାର ବିଷୟ ହେଉଛି, ଅପହୃତଙ୍କ ମଧ୍ୟରୁ ୫ ହଜାର ୬୨୭ ଜଣ ୧୮ ବର୍ଷରୁ କମ୍‌ ବୟସର। ଆଉ ସେମାନଙ୍କ ଭିତରୁ ୫ ହଜାର ୧୩୭ ଜଣ ନାବାଳିକା। ତେବେ ୨୦୨୨ ମସିହା ଶେଷ ସୁଦ୍ଧା ଅପହରଣ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧୩ ଜଣ ଉଦ୍ଧାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା କଥା, ରାଜ୍ୟରେ ବାସ୍ତବ ଅପହରଣ ମାମଲା ଆହୁରି ଅଧିକ। ପୁଲିସ ଉପରେ ଲୋକଙ୍କ ଭରସା ନଥିବାରୁ ବହୁ ଅପହରଣ ମାମଲା ରୁଜୁ ମଧ୍ୟ ହେଉନି।

କେବଳ ଅପହରଣ ନୁହେଁ, ନିଖୋଜରେ ମଧ୍ୟ ଦୁର୍ନାମ ମୁଣ୍ଡାଇଛି ଓଡ଼ିଶା। ୨୦୨୨ ମସିହାରେ ରାଜ୍ୟରେ ୧୮ ହଜାର ୫୮୭ ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଅର୍ଥାତ୍ ପ୍ରତିଦିନ ରାଜ୍ୟରୁ ହାରାହାରି ୫୧ ଜଣ ଯାଇ ନିଖୋଜ ହେଉଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ୭୫ ପ୍ରତିଶତ ଅର୍ଥାତ୍‌ ୧୪ ହଜାର ୭୦ ଜଣ ମହିଳା। ତା’ ଭିତରୁ ୭ ହଜାର ୫୬୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ରହିଛି। ଅର୍ଥାତ ୮୮ ପ୍ରତିଶତ ନାବାଳିକା। ପରିତାପର ବିଷୟ ହେଉଛି, ୨୦୨୨ ମସିହା ପୂର୍ବରୁ ନିଖୋଜ ହୋଇ ଉଦ୍ଧାର ହୋଇନଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩ ହଜାର ୧୭୨ ଥିଲା ବେଳେ ୨୦୨୨ ସୁଦ୍ଧା ଉଦ୍ଧାର ହୋଇ ନଥିବା ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ୩୪ ହଜାର ୧୮୬କୁ ବୃଦ୍ଧି ପାଇଛି।

ସାମାଜିକ କର୍ମୀଙ୍କ ମତରେ, ଅଧିକାଂଶ କ୍ଷେତ୍ରରେ ନିଖୋଜ ଶିଶୁ ଓ ମହିଳାଙ୍କୁ ଦଲାଲମାନେ ଭିକ୍ଷାବୃତ୍ତି, ବେଶ୍ୟାବୃତ୍ତି ଓ ଅନ୍ୟ ଘରୋଇ କାର୍ଯ୍ୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେଣୁ ନିଖୋଜ ମାମଲା ଗୁଡ଼ିକୁ ଗୁରୁତର ଅପରାଧ ଭାବେ ବିବେଚନା କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story