ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ପୂରା ଘଟଣାର ମୁଖ୍ୟ କାର୍ପେଟଦାର ଏକ୍ସ ପ୍ରିନ୍ସିପାଲ ?

ସନ୍ଦେହ ଘେରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏକ୍ସ ପ୍ରିନ୍ସିପାଲ ସନ୍ଦିପ ଘୋଷ। ଘନଘନ ଜେରା ବି ପରେ ବି ମୁହଁ ଖୋଲୁ ନାହାନ୍ତି।

Manoj Swain
  • Published: Monday, 19 August 2024
  • Updated: 19 August 2024, 05:19 PM IST

Sports

Latest News

ସନ୍ଦେହ ଘେରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏକ୍ସ ପ୍ରିନ୍ସିପାଲ ସନ୍ଦିପ ଘୋଷ। ଘନଘନ ଜେରା ବି ପରେ ବି ମୁହଁ ଖୋଲୁ ନାହାନ୍ତି। ସତ ଓଗାଳିବାକୁ ତୃତୀୟ ଥର ପାଇଁ ଡାକିଲା ସିବିଆଇ। ପୁରା ଘଟଣାର ମୁଖ୍ୟ କାର୍ପେଟଦାର ଅଛନ୍ତି କି ସନ୍ଦିପ ? ଟ୍ରେନି ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପଛରେ ରହିଛି କି ବଡବଡିଆ ଓ ପ୍ରଭାବଶାଳୀଙ୍କ ହାତ ? ପୁରା ଘଟଣାକୁ ଚାପି ଦେବାକୁ ହେଉଛି କି ଉଦ୍ୟମ ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos