ଡାକ୍ତରାଣୀଙ୍କ ଦୁଷ୍କର୍ମ ପଛରେ ଦିଦିଙ୍କ ଖାସ୍ ଲୋକ !|| Kolkata Doctor\'s Rape-Murder Case || OR
Advertisment
ସନ୍ଦେହ ଘେରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏକ୍ସ ପ୍ରିନ୍ସିପାଲ ସନ୍ଦିପ ଘୋଷ। ଘନଘନ ଜେରା ବି ପରେ ବି ମୁହଁ ଖୋଲୁ ନାହାନ୍ତି। ସତ ଓଗାଳିବାକୁ ତୃତୀୟ ଥର ପାଇଁ ଡାକିଲା ସିବିଆଇ। ପୁରା ଘଟଣାର ମୁଖ୍ୟ କାର୍ପେଟଦାର ଅଛନ୍ତି କି ସନ୍ଦିପ ? ଟ୍ରେନି ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପଛରେ ରହିଛି କି ବଡବଡିଆ ଓ ପ୍ରଭାବଶାଳୀଙ୍କ ହାତ ? ପୁରା ଘଟଣାକୁ ଚାପି ଦେବାକୁ ହେଉଛି କି ଉଦ୍ୟମ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us