କାର୍‌ ହେଡ୍‌ଲାଇଟ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ

କାର ହେଡ୍‌ ଲାଇଟ୍‌ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍‌ ଲାଇଟ୍‌ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।

Car PhotoOR

ଜବତ ହୋଇଥିବା କାର୍‌

Manoranjan Sial
  • Published: Thursday, 28 November 2024
  • Updated: 28 November 2024, 09:27 PM IST

Sports

Latest News

ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। କାର ହେଡ୍‌ ଲାଇଟ୍‌ରେ‌ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। ଏପରି ଅଭିଯୋଗ ସମ୍ୱଲପୁରରୁ ଆସିଛି। ଅବକାରୀ କାର୍‌ ସମେତ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି।

ସମ୍ବଲପୁର ଜିଲ୍ଲା ଅବକାରୀ ମୋବାଇଲ ଟିମ୍‌ ଓ ରେଢାଖୋଲ ଅବକାରୀ ବିଭାଗ ମିଳିତ ଭାବେ କଦଳୀଗଡ ପଞ୍ଚାୟତ ବଶିପାଲି ଓ ପଣ୍ଡକିମାଲ ଛକରେ ଗାଡ଼ି ଯାଞ୍ଚ କରୁଥିଲା। ସେହି ସମୟରେ ପର୍ଯ୍ୟାୟ କ୍ରମେ ୩ଟି କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପ୍ରଥମେ କାର୍‌ରୁ କିଛି ମିଳିନଥିଲା। ପରବର୍ତ୍ତୀ ସମୟରେ କାର୍‌କୁ ତନ୍ନତନ୍ନ କରି ଆଉଥରେ ଯାଞ୍ଚ କରାଯାଇଥିଲା। ସେତେବେଳେ କାର ହେଡ୍‌ ଲାଇଟ୍‌ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍‌ ଲାଇଟ୍‌ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।

Also Read

ଠିକ୍‌ କାର୍‌ ଡିକିରୁ ମଧ୍ୟ ଗଞ୍ଜେଇ ଜବତ କରାଯାଇଥିଲା। ୩ଟି କାରରୁ ପ୍ରାୟ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୩ଟି କାର ଓ ଜଣେ ଡ୍ରାଇଭରଙ୍କଠାରୁ ୪୦ ହଜାର ୭୦୦ ଟଙ୍କା ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ଚାଲଣ ଅଭିଯୋଗରେ ଅବକାରୀ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ବୌଦ୍ଧ ଜିଲ୍ଲାର ଡୋଳାମଣି ବେହେରା, ଶତ୍ରୁଘ୍ନ ମଣ୍ଡାଲି, ଦୟାନିଧି ଖଣ୍ଡଗିରି ଓ ଅନ୍ୟ ଜଣେ ପଶ୍ଚିମବଙ୍ଗର ଆଜାଦ୍ ଅଲ୍ଲୀ ମଲ୍ଲିକ ଅଛନ୍ତି।

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story