ପୋଲିସ ନା ଗଞ୍ଜେଇ ମାଫିଆ ? | Odisha Reporter
ପୂର୍ବରୁ କନଷ୍ଟେବଲ ଗିରଫ ହୋଇଥିଲେ । ଏବେ ଆଇଆଇସିଙ୍କ ପାଳି । କାହିଁକି ନା ବାବୁଙ୍କ ନାଁରେ ଆସିଛି ଗଞ୍ଜେଇ କାରବାର କରୁଥିବାର ଅବିଯୋଗ । ଗଞ୍ଜେଇ କାରବାରକୁ ରୋକିବାକୁ ଯାହାକୁ କ୍ଷମତା ଦିଆଯାଇଛି ସିଏ ନିଜେ ବର୍ଦ୍ଦି ପିନ୍ଧି ଚଳାଇଛି କାରବାର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
