ପୂର୍ବରୁ କନଷ୍ଟେବଲ ଗିରଫ ହୋଇଥିଲେ । ଏବେ ଆଇଆଇସିଙ୍କ ପାଳି । କାହିଁକି ନା ବାବୁଙ୍କ ନାଁରେ ଆସିଛି ଗଞ୍ଜେଇ କାରବାର କରୁଥିବାର ଅବିଯୋଗ । ଗଞ୍ଜେଇ କାରବାରକୁ ରୋକିବାକୁ ଯାହାକୁ କ୍ଷମତା ଦିଆଯାଇଛି ସିଏ ନିଜେ ବର୍ଦ୍ଦି ପିନ୍ଧି ଚଳାଇଛି କାରବାର ।