Advertisment

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ନକଲି ଡାକ୍ତର

ରାଜଧାନୀ ଗଳିକନ୍ଦିରେ ବୁଲୁଛନ୍ତି ନକଲି ଡାକ୍ତର । ଡାଲାରେ ମେଡିସିନ ଧରି ସବୁ ରୋଗ ପାଇଁ ଦେଉଛନ୍ତି ଔଷଧ ।

Advertisment

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ନକଲି ଡାକ୍ତର। ବାଇକ୍‌, ସାଇକେଲ ଧରି ବୁଲି ବୁଲି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଔଷଧ ମଧ୍ୟ ଦେଉଛନ୍ତି।ରାଜଧାନୀର ବଡ଼ ବଡ଼ ବାବୁଙ୍କ ନାକ ନିଶ ତଳେ ଏହି କାରବାର ଚାଲି ଥିଲେ ସୁଦ୍ଧା କାହା ପାଖରେ କିଛି ଖବର ନହିଁ। ପଶ୍ଚିମବଙ୍ଗରୁ ଆସି ଏଠି ଘର ଘର ବୁଲି କରୁଛନ୍ତି ବେପାର । ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ହେଲେ କାରବାର ମେଡିସିନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଖଣ୍ଡଗିରି ସୁକ ବିହାର ଅଞ୍ଚଳରେ । ସ୍ଥାନୀୟ ଲୋକେ ଉକ୍ତ ଲୋକକୁ ଘଉଡ଼ାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି।

Advertisment
Fake Doctor Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe