Advertisment

‘ଏଠାରେ ତିଆରି ହେଉଥିଲା ଅସଲି ବ୍ରାଣ୍ଡର ନକଲି ଜିନ୍ସ’

ବଲାଙ୍ଗିର ଟାଉନ୍‌ରୁ ଗତକାଲି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆରି କରୁଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି

ଆପଣ ପିନ୍ଧୁଥିବା ନାମୀଦାମୀ ବ୍ରାଣ୍ଡର ଜିନ୍ସ ଓ ଶାର୍ଟ ଅସଲି ନା ନକଲି ? ବୋଧହୁଏ ଭାବୁଥିବା ଅସଲି ହୋଇଥିବ। ହେଲେ ଏପରି ଭାବିବା ପ୍ରୟତଃ ଭୁଲ୍‌। କାରଣ ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ଜିନ୍ସ ଓ ଶାର୍ଟ। ବଲାଙ୍ଗିର ଟାଉନ୍‌ରୁ ଗତକାଲି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ ତିଆରି କରୁଥିଲେ।

Advertisment
Odisha Balangir