ଖୋଲୁଛି ନକଲି ଦିଦିଙ୍କ ଗୁମର, Fake Certificateରେ 12 ବର୍ଷ ଚାକିରି ! || Fake Teachers In Jajpur || OR
Advertisment
ଚାକିରି ଅସଲି, କିନ୍ତୁ ଶିକ୍ଷୟତ୍ରୀ ନକଲି। ଫେକ୍ ସିଟି ସାର୍ଟିଫିକେଟ୍ ଦେଇ ଚାକିରି କରୁଛନ୍ତି ଦିଦି ! ଶିକ୍ଷୟତ୍ରୀଙ୍କ ଗୁମର ଖୋଲିଲା RTI ତଥ୍ୟ। ପ୍ରଶାସନକୁ ଆଖି ଠାର ମାରି 12 ବର୍ଷ ଧରି କରୁଛନ୍ତି ଶିକ୍ଷକତା ! ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us