ମଦ୍ରାସାରେ କଣ ଏମିତି କାମ ହୁଏ ? | Odisha Reporter
ପ୍ରୟାଗରାଜର ସପୃକ୍ତ ମଦ୍ରାସାରେ ପାଠ ପଢ଼ା ଯାଉଥିଲା ନା' ଆଉ କିଛି ତାହାର ଖୁଲାସା କରିଛି ପୁଲିସ। ସଂପୃକ୍ତ ମଦ୍ରାସାରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ୍ ନୋଟ୍। କେବଳ ସେତିକି ନୁହେଁ ମଦ୍ରାସା ଭିତରୁ RSS ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ବି ପ୍ରକାଶିତ ହୋଇଥିବା ଜଣାପଡ଼ିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
