ଚିହ୍ନଟ ହେଲେ ନକଲି ଆୟୁର୍ବେଦିକ ଡାକ୍ତର, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ, ଚିଠି ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ବସିଛନ୍ତି ଜିଲ୍ଲାପାଳ । କାମ ଦେଉନି ଭାରତୀୟ ଚିକିତ୍ସା ପଦ୍ଧତି ବା ଆୟୁଷ ନେଇ ଥିବା ଆଇନ ! ଦେଖନ୍ତୁ ପୂରା ରିପୋର୍ଟ।