କଲେଜ ଅସଲି, ଅଧ୍ୟାପକ ନକଲି

କିଛି ଦିନ ଆଗରୁ ବଲାଙ୍ଗିର ଜିଲ୍ଳାରେ ଚାରିଜଣ ସରକାରୀ ଶିକ୍ଷକ ନକଲି ଜଣାପଡିବା ପରେ, କାର୍ଯ୍ୟରୁ ବହିଷ୍କୃତ କରିଥିଲେ ଜିଲ୍ଳା ଶିକ୍ଷା ଅଧିକାରୀ । ଏବେ ଦୁଇଜଣ ଅଧ୍ୟାପକ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ।

Manoj Swain
  • Published: Sunday, 27 August 2023
  • Updated: 27 August 2023, 07:51 PM IST

Sports

Latest News

କିଛି ଦିନ ଆଗରୁ ବଲାଙ୍ଗିର ଜିଲ୍ଳାରେ ଚାରିଜଣ ସରକାରୀ ଶିକ୍ଷକ ନକଲି ଜଣାପଡିବା ପରେ, କାର୍ଯ୍ୟରୁ ବହିଷ୍କୃତ କରିଥିଲେ ଜିଲ୍ଳା ଶିକ୍ଷା ଅଧିକାରୀ । ଏବେ ଦୁଇଜଣ ଅଧ୍ୟାପକ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଅନେକ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ ଓ ଅଧ୍ୟାପକଙ୍କ ସାର୍ଟିଫିକେଟ ଯାଚଂ ଛାଲିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ବି କମ ନୁୁହେଁ । ସରକାରୀ ଦଳର ନେତା, ମନ୍ତ୍ରୀ ତୁନି ପଡିଥିବା ବେଲେ ଗର୍ଜିଛନ୍ତି ବିରୋଧି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos