କଲେଜ ଅସଲି...ଅଧ୍ୟାପକ ନକଲି | Odisha Reporter
Advertisment
କିଛି ଦିନ ଆଗରୁ ବଲାଙ୍ଗିର ଜିଲ୍ଳାରେ ଚାରିଜଣ ସରକାରୀ ଶିକ୍ଷକ ନକଲି ଜଣାପଡିବା ପରେ, କାର୍ଯ୍ୟରୁ ବହିଷ୍କୃତ କରିଥିଲେ ଜିଲ୍ଳା ଶିକ୍ଷା ଅଧିକାରୀ । ଏବେ ଦୁଇଜଣ ଅଧ୍ୟାପକ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଅନେକ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ ଓ ଅଧ୍ୟାପକଙ୍କ ସାର୍ଟିଫିକେଟ ଯାଚଂ ଛାଲିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ବି କମ ନୁୁହେଁ । ସରକାରୀ ଦଳର ନେତା, ମନ୍ତ୍ରୀ ତୁନି ପଡିଥିବା ବେଲେ ଗର୍ଜିଛନ୍ତି ବିରୋଧି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us