Advertisment

ସମ୍ପତ୍ତି ଆଗରେ ଫିକା ପଡ଼ିଲା ସମ୍ପର୍କ

ପୁଅ ସହ ମିଶି ନିଜ ମା’ ଓ ଭଉଣୀଙ୍କୁ ମାରି ଦେଲେ ଜଣେ ବ୍ୟକ୍ତି।

author-image
Jitendra Garnayak

ରୋଷେଇ ଘରେ ଝିଅ ଜଳୁଥିଲା ଓ ପାଖ ଘରେ ଜଳୁଥିଲା ମାଆ। ପୂରା ଯୋଜନାବଦ୍ଧ ଭାବେ କରାଯାଇଥିଲା ହତ୍ୟା। ସେ ପୁଣି ଆଉ କିଏ ନୁହେଁ, ନିଜ ଭାଇ ଓ ପୁଅ ଦ୍ୱାରା ହତ୍ୟାର ଶିକାର ହୋଇଥିଲେ ସେମାନେ। ସମ୍ପତ୍ତି ପାଇଁ ଘଟିଛି ଏହି ହତ୍ୟାକାଣ୍ଡ।

Advertisment
Murder