ମା\' ଝିଅଙ୍କୁ ଜିଅନ୍ତା ଜାଳିଦେଲେ ବାପ ପୁଅ | Odisha Reporter
Advertisment
ରୋଷେଇ ଘରେ ଝିଅ ଜଳୁଥିଲା ଓ ପାଖ ଘରେ ଜଳୁଥିଲା ମାଆ। ପୂରା ଯୋଜନାବଦ୍ଧ ଭାବେ କରାଯାଇଥିଲା ହତ୍ୟା। ସେ ପୁଣି ଆଉ କିଏ ନୁହେଁ, ନିଜ ଭାଇ ଓ ପୁଅ ଦ୍ୱାରା ହତ୍ୟାର ଶିକାର ହୋଇଥିଲେ ସେମାନେ। ସମ୍ପତ୍ତି ପାଇଁ ଘଟିଛି ଏହି ହତ୍ୟାକାଣ୍ଡ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us